33.4 C
Bhubaneswar
Monday, July 13, 2026
Homeଦେଶ ବିଦେଶଆପ ଛାଡିଲେ କୈଳାସ ଗେହଲଟ

ଆପ ଛାଡିଲେ କୈଳାସ ଗେହଲଟ

ନୂଆଦିଲ୍ଲୀ: ଆପ ଛାଡିଲେ କୈଳାସ ଗେହଲଟ । ଆମ ଆଦମ ପାର୍ଟିରୁ ଇସ୍ତଫା ଦେଲେ କୈଳାସ । ଅସନ୍ତୋଷ ଜାହିର କରି ଦଳ ଛାଡିଥିବା ସୂଚନା । କେଜ୍ରିୱାଲଙ୍କୁ ଇସ୍ତଫାପତ୍ର ପଠାଇଲେ କୈଳାସ। ଆପ କୁ ପଛରେ ପକାଇ ବରିଷ୍ଠ ନେତା ତଥା ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟ ଆଜି ଦଳ ଛାଡିଛନ୍ତି। ନାଜାଫଗଡର ବିଧାୟକ ଗହଲୋଟ୍ ମୁଖ୍ୟମନ୍ତ୍ରୀ ଅତିଶିଙ୍କୁ ଲେଖିଥିବା ପତ୍ରରେ ସେ ପରିଷଦରୁ ଇସ୍ତଫା ଦେଇଛନ୍ତି। ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking