27.1 C
Bhubaneswar
Monday, December 8, 2025
Homeଓଡିଶାଆଖି ବୁଜିଲା ଅସୁସ୍ଥ ହାତୀ

ଆଖି ବୁଜିଲା ଅସୁସ୍ଥ ହାତୀ

ଋାଉରକେଲ: ୧୧ ଦିନର ସଂଘର୍ଷ ପରେ ଆଖିବୁଜିଲା ଅସୁସ୍ଥ ହାତୀ । ଗୁରୁତର ହାତୀକୁ ବଞ୍ଚାଇ ପାରିଲାନି ବନ ବିଭାଗ ଟିମ୍ । ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଗୁରୁତର ହୋଇଥିଲା ମାଈ ହାତୀ । ଉଦ୍ଧାର କରି ପୋଷ୍ଟମର୍ଟମ କଲା ବନ ବିଭାଗ । ସୂଚନାଯୋଗ୍ୟ, ପ୍ରାୟ ସପ୍ତାହକ ପୂର୍ବେ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆହତ ହୋଇଥିବା ହାତୀ ଶାବକକୁ ତୁତୁଙ୍ଗାଉଲି ଜଙ୍ଗଲରେ ଗତକାଲି ବନବିଭାଗ ପକ୍ଷରୁ ଠାବ କରାଯାଇଥିଲା। ହାତୀ ଶାବକଟି ବହୁତ ଦୁର୍ବଳ ହୋଇଯାଇଥିଲା। ତାର ବାମ ପଛଗୋଡ଼ ଗୁରୁତର ଆଘାତ ଲାଗିଥିଲା ଓ ସେଥିରୁ ପୂଜରକ୍ତ ବାହାରୁଥିବା ଦେଖାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking