32.1 C
Bhubaneswar
Saturday, October 19, 2024
Homeଓଡିଶାନକଲି ପୋଲିସକୁ ଧରିଲା ଅସଲି ପୋଲିସ

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ରାଉରକେଲା: ମୋବାଇଲ ଲୁଟେରା ନକଲି ପୋଲିସ ଗିରଫ । ଲୁଟେରାକୁ ଗିରଫ କଲା ବ୍ରହ୍ମଣୀତରଙ୍ଗ ଥାନା ପୋଲିସ । ଅଭିଯୁକ୍ତ ବେଦବ୍ୟାସ ଅଂଚଳର ହୋଇଥିବା ବେଳେ ସେ ୩୩ ମୋବାଇଲ ଲୁଟିଥିବା ସୂଚନା ।

୩୩ ମୋବାଇଲକୁ ଜବତ କଲା ପୋଲିସ । ନିଜକୁ ପୋଲିସ ପରିଚୟ ଦେଇ ଦାମୀ ମୋବାଇଲ ଚୋରି କରୁଥିଲା ନକଲି ପୋଲିସ । ଚେକିଂ ବାହାନାରେ ମୋବାଇଲ ନେଇ ସୁଯୋଗ ଦେଖି ଛୁ ମାରୁଥିଲା ନକଲି ପୋଲିସ ଜଣକ ।

ଡ୍ରାଇଭର ସହ ଟ୍ରକ ଲୁଟ୍‌: ୯ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking