31.1 C
Bhubaneswar
Friday, March 29, 2024
Homeଓଡିଶାଡ୍ରାଇଭର ସହ ଟ୍ରକ ଲୁଟ୍‌: ୯ ଗିରଫ

ଡ୍ରାଇଭର ସହ ଟ୍ରକ ଲୁଟ୍‌: ୯ ଗିରଫ

ଭୁବନେଶ୍ୱର: ଡ୍ରାଇଭରକୁ ଅପହରଣ ସହ ଟ୍ରକ ଲୁଟ ଘଟଣାରେ ୯ ଲୁଟେରା ଗିରଫ ହୋଇଛନ୍ତି । ଗିରଫ ସହ ଟ୍ରକ ଓ ଡ୍ରାଇଭରଙ୍କୁ ଉଦ୍ଧାର କଲା କମିଶନରେଟ ପୋଲିସ । ଭୁବନେଶ୍ୱର ଏୟାରଫିଲଡ ଅଂଚଳରୁ ଡ୍ରାଇଭର ସହ ଟ୍ରକ୍ ଲୁଟ ହୋଇଥିଲା । ରାସ୍ତାରେ ଯିବା ବେଳେ ଅଟକାଇ ଡ୍ରାଇଭର ସହ ଟ୍ରକ ନେଇଯାଇଥିଲା ।

ବିବାହ କଥା ପଚାରିବାରୁ ହସିଦେଇ ଚାଲିଗଲେ ଏହି ଅଭିନେତ୍ରୀ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking