24.6 C
Bhubaneswar
Sunday, April 12, 2026
Homeଓଡିଶାସେପ୍ଟେମ୍ବର ଶେଷ ସୁଦ୍ଧା ଦିଆଯିବ ରାସନକାର୍ଡ

ସେପ୍ଟେମ୍ବର ଶେଷ ସୁଦ୍ଧା ଦିଆଯିବ ରାସନକାର୍ଡ

ଭୁବନେଶ୍ୱର : ସେପ୍ଟେମ୍ବର ଶେଷ ସୁଦ୍ଧା ନୂଆ ରାସନକାର୍ଡ ଦିଆଯିବ । ଏନେଇ ଆଜି ବିଧାନସଭାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଇ-କେୱାସି ଯାଞ୍ଚ ଚାଲିଛି । ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି । ନୂଆ ରାସନ କାର୍ଡ ପାଇଁ ୯ ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking