30 C
Bhubaneswar
Wednesday, June 10, 2026
Homeଦେଶ ବିଦେଶଜୀବନ୍ତ ଜଳିଗଲେ ୪ ଜଣ

ଜୀବନ୍ତ ଜଳିଗଲେ ୪ ଜଣ

ନୂଆଦିଲ୍ଲୀ : ଜୀବନ୍ତ ଜଳିଗଲେ ୪ ଜଣ । ଆମେରିକାର ଟେକ୍ସାସରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା । ଏକ ସିରିଜ ଦୁର୍ଘଟଣାରେ ମଙ୍ଗଳବାର ୪ ଭାରତୀୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଗୋଟିଏ ଏସୟୁଭି କାରକୁ ପଛରୁ ଧକ୍କା ଦେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ଫଳରେ କାରରେ ଥିବା ୪ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତକମାନେ ହେଲେ ଆର୍ଯ୍ୟନ ରଘୁନାଥ ଓରମପତି, ଫାରୁଖ ଶେଖ୍‌, ଲୋକେଶ ପଲାଚାରଲା ଏବଂ ଦର୍ଶିନୀ ବାସୁଦେବନ। ଏହି ୪ ଜଣ ଏକ କାରପୁଲିଂ ଆପ୍‌ ଜରିଆରେ ଚିହ୍ନାଜଣା ହୋଇଥିଲେ। ଆର୍ଯ୍ୟନ ଏବଂ ତାଙ୍କ ବନ୍ଧୁ ଫାରୁକ ଡଲାସଠାରେ ଜଣେ ବନ୍ଧୁଙ୍କୁ ଭେଟି ଫେରୁଥିବାବେଳେ ଲୋକେ ନିଜ ସ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ। ସେହିପରି ଦର୍ଶିନୀ ନିଜ ମାମୁଙ୍କୁ ଭେଟିବାକୁ ଯାଉଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking