26.1 C
Bhubaneswar
Sunday, October 6, 2024
Homeଓଡିଶା୬ ଦିନର ଝିଅକୁ ହତ୍ୟା କଲା ମାଆ

୬ ଦିନର ଝିଅକୁ ହତ୍ୟା କଲା ମାଆ

ବାଲେଶ୍ୱର: ୬ଦିନର ଝିଅକୁ ତଣ୍ଟି ଚିପି ହତ୍ୟା କଲା ମାଆ । ଖବର ପାଇଁ କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ମାଆକୁ ଗିରଫ କରିଥିବା ଜଣାପଡିଛି । ଗତ ୫ ତାରିଖରେ ସିଆରୋଇ ଗାଁରେ ଘଟିଥିଲା ହତ୍ୟାକାଣ୍ଡ । ଝିଅକୁ କୁକୁର ଝୁଣି ଖାଇଦେଲା ବୋଲି ପ୍ରଥମେ କହିଥିଲା ମାଆ ।ପୋଷ୍ଟମର୍ଟମରୁ ହତ୍ୟା ସୂଚନା ମିଳିବା ପରେ ଗିରଫ କଲା ପୋଲିସ ।ପାରିବାରିକ କଳହକୁ ନେଇ ନିଜ ଝିଅକୁ ହତ୍ୟା କରିଥିଲେ ବୋଲି କହିଲେ ମହିଳା ।

ହଠାତ୍ କାହାକୁ ସ୍ପର୍ଶ କଲେ କାହିଁକି ଆମକୁ ଶକ୍ ଲାଗିଥାଏ ! କଣ ରହିଛି ଏହା ପଛର ରହସ୍ୟ …..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking