ଭୁବନେଶ୍ୱର : ରତ୍ନଭଣ୍ଡାରରେ କେତେ ଅଳଙ୍କାର ସାର୍ୱଜନୀନ କରିବେ ସରକାର । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣତି ମଣତି ଶେଷ ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ । ମରାମତି କାଯ୍ୟ ଚାଲଲୁ ରହିଛି । ଶେଷ ହେବା ପରେ ଗଣତି ମଣତି ହେବ । ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା ।