30.1 C
Bhubaneswar
Wednesday, June 26, 2024
Homeଖେଳମାର୍ଚ୍ଚ ୩୧ରୁ ଆରମ୍ଭ ହେବ ଆଇ ପି ଏଲ ମ୍ୟାଚ

ମାର୍ଚ୍ଚ ୩୧ରୁ ଆରମ୍ଭ ହେବ ଆଇ ପି ଏଲ ମ୍ୟାଚ

ନୂଆଦିଲ୍ଲୀ: ଖେଳପ୍ରେମିଙ୍କ ପାଇଁ ଆସିଲା ଖୁସି ଖବର । ମାର୍ଚ୍ଚ ୩୧ରୁ ମେ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଆଇ ପି ଏଲ -୨୦୨୩ । ମାର୍ଚ୍ଚ ୩୧ରେ ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ-ସିଏସକେ୍ ମ୍ୟାଚ । ଅହମ୍ମଦବାଦରେ ଉଦଘାଟନୀ ମ୍ୟାଚ ସହ ଫାଇନାଲ ଖେଳାଯିବ ।  ୧୨ଟି ସହରରେ ଖେଳାଯିବ ଆଇ ପି ଏଲ-୨୦୨୩ । ସମସ୍ତ ମ୍ୟାଚ ଘରୋଇ ଏବଂ ବାହାର ପିଚରେ ୭ଟି ଲେଖାଁଏ ମ୍ୟାଜ ଖେଳିବେ ଫ୍ରାଚାଂଇଜି । ଦିନ ମ୍ୟାଚଗୁଡିକ ଅପରାହ୍ନ ୩ଟା ୩୦ ଓ ରାତି ମ୍ୟାଚ ୭ଟା ୩୦ ରୁ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି ଯୁବମୋର୍ଚ୍ଚା: ଇରାସିସ୍ ଆଚାର୍ଯ୍ୟ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking