28.1 C
Bhubaneswar
Sunday, June 16, 2024
Homeଅପରାଧସ୍ତ୍ରୀର ଯନ୍ତ୍ରଣା ସହିନପାରି ଜୀବନ ହାରିଲା ସ୍ୱାମୀ

ସ୍ତ୍ରୀର ଯନ୍ତ୍ରଣା ସହିନପାରି ଜୀବନ ହାରିଲା ସ୍ୱାମୀ

ଭୁବନେଶ୍ୱର: ପ୍ରଥମେ ଫଂସବୂକ ରୁ ବନ୍ଧୁତା ଆଉ ଏହି ବନ୍ଧୁତା ରୁ ପ୍ରେମ। ପରେ 13 ଜାନୁଆରୀ 2021 ରେ ହୁଏ ବାହାଘର
ଆଉ ଏହାର ଠିକ ଏକମାସ ବାର ଦିନ ପରେ ଅର୍ଥାତ ଫ୍ରେବୁଆରି 25 ତାରିଖ ରେ ପୁଅ କରେ ଆତ୍ମହତ୍ୟା । ଆତ୍ମହତ୍ୟା କରିବା ପୂର୍ବରୁ ଲେଖୁଦେଇଯାଏ ସୁଇସାଇଟ ନୋଟ, ଯେଉଁଥିରେ ସ୍ତ୍ରୀ ର ଯନ୍ତ୍ରଣା ସହି ନପାରି ସେ ଆତ୍ମହତ୍ୟା କରିଥିବା ଲେଖିଛନ୍ତି। ହେଲେ ଏହି ଏହାରି ଭିତରେ ଦୁଇ ବର୍ଷ ପୁରୀ ଯାଇଥିଲେ ବି ପୋଲିସ ର କାର୍ଯ୍ୟନୁଷ୍ଠାନ ଶୂନ, ସେପଟେ ଅସହାୟ ବାପା ମାଙ୍କ ପାଇଁ ସ୍ୱର ଉତ୍ତଳନ କରୁଛନ୍ତି ସମାଜସେବୀ, ଆସନ୍ତୁ ଶୁଣିବା ଏହାରି ଉପରେ କଣ କହୁଛନ୍ତି ସୁବାସ ଚନ୍ଦ୍ର ବେହେରା ।

ତେବେ ଏନେଇ ସୁନ୍ଦରଗଡ଼ ଏସପି ପ୍ରତିଶୁ ଦିବାକର କହିଛନ୍ତି ତଦନ୍ତ ଚାଲୁ ରହିଛି ଏବଂ ଖୁବ ଶୀଘ୍ର କାର୍ଯ୍ୟନୁଷ୍ଠାନ ନିଆଯିବ ।ଅନ୍ୟପଟେ ଆଇନ ଯିବି ଙ୍କ କହିବା ଅନୁଯାୟୀ ଆଇନ ପୁଅ ଏବଂ ଝିଅ ଙ୍କ ପାଇଁ ସମାନ ରହିବା କଥା, ଯେତେବେଳେ ଏହି ଘଟଣା ରେ ଏକ ପୁଅ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆ ଜାଇ ପାରୁଛି, ତେବେ ଝିଅଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ କାହିଁକି ବିଳମ୍ୱ ତେବେ କେବେ ମିଳିବ ଅସହାୟ ବାପା ମାଙ୍କୁ ନ୍ୟାୟ, କେବେ ଖୋଲିବ ଅଭିନଦନ ମୃତ୍ୟୁ ପଛର ରହସ୍ୟ, ତାହା କୁ ହିଁ ଅପେକ୍ଷା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking