35.1 C
Bhubaneswar
Monday, June 17, 2024
Homeଓଡିଶାବାହା ବେଦିରୁ କନ୍ୟା ଫେରାର

ବାହା ବେଦିରୁ କନ୍ୟା ଫେରାର

ବଲାଙ୍ଗିର: ବାହାଘର ହେଉଛି ଏକ ପବିତ୍ର ସମ୍ପର୍କ । ସେହି ପ୍ରବିତ୍ର ସମ୍ପର୍କକୁ କିଛି ଯୁବକ ଯୁବତାମାନେ ଖେଳ ସହକାରେ ଗ୍ରହଣ କରିନେଉଛନ୍ତି । ସେହିପରି ଆଉ ଏକ ଖବର ସାମ୍ନାକୁ ଆସିଛି । ବାହାଘର ପରେ ପ୍ରେମିକ ସହ କନ୍ୟା ଫେରାର ହୋଇଛନ୍ତି । ଟାଉନ ଥାନା ବ୍ରାହ୍ମଣପଡା ସାହିରେ ଚାଲିଥିଲା ବାହାଘର । ମୁକୁନ୍ଦପୁର ସାହିରୁ ବାହାଘର ପାଇଁ ଆସିଥିଲେ ବର । ବାହଘର ସମାପନ ପରେ ଜଣେ ଯୁବକ ସହ ଚମ୍ପଟ ମାରିଥିଲା କନ୍ୟା । ଯୁବକଙ୍କ ବାଇକରେ ବସି କନ୍ୟା ଫେରାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କନ୍ୟା ଫେରାର ପରେ ବରଘର ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଥିଲା ।

ଜାଣନ୍ତୁ ଏଲିଅନ୍‌‌ଙ୍କ ବିଷୟରେ କିଛି ରୋଚକ ତତ୍ୱ ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking