31.1 C
Bhubaneswar
Sunday, May 19, 2024
Homeଅପରାଧତାନ୍ତ୍ରିକ କଥାରେ ଅଢ଼େଇବର୍ଷ ଝିଅର ବଳି ଦେଲା ବାପା

ତାନ୍ତ୍ରିକ କଥାରେ ଅଢ଼େଇବର୍ଷ ଝିଅର ବଳି ଦେଲା ବାପା

ଭୁବନେଶ୍ୱର: ଘରେ ଲାଗି ରହୁଥିଲା ଆର୍ଥିକ ଅନଟନ । ବାପା କଥା ଶୁଣୁନଥିଲା ଅଢ଼େଇବର୍ଷର ଝିଅ । ଖାସ ଏଥିପାଇଁ ଝିଅର ବଳି ଚଢ଼େଇଲା ଜନ୍ମକଲାବାପା ।ଘଟଣା ଘଟିଛି ମୁଜଫରନଗରରେ । ଜଣେ ତାନ୍ତ୍ରିକ କଥାରେ ଏଭଳି କାଣ୍ଠ ଘଟାଇଛି ବାପା ।

ଘର ସମସ୍ୟାଦୂର ପାଇଁ ଖୁର୍ସିଦ ତାନ୍ତ୍ରିକର ପରାମର୍ଶ ନେଇଥିଲା । ତା କଥା ଅନୁସାରେ ନିଜ ଝିଅକୁ ଅତି ନିର୍ଦ୍ଦୟ ଭାବେ କୋଦାଳରେ ବେକ କାଟି ହତ୍ୟା କଳା ଖୁର୍ସିଦ । ହତ୍ୟା କରିବା ପରେ ତା ଶବକୁ ମାଟିରେ ପୋତିଦେଇଥିଲା । ମା ଝିଅକୁ ନ ପାଇବାରୁ ତାର ସନ୍ଦେହ ହୋଇଥିଲା । ଏନେଇ ସ୍ଥାନୀୟ ଥାନରେ ଅଭିଯୋଗ କରିବାରୁ ଘଟଣା ସାମନାକୁ ଆସଥିଲା ।ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି କିନ୍ତୁ ଏବେ ବି ଫେରାର ଅଛି ତାନ୍ତ୍ରିକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking