25.1 C
Bhubaneswar
Monday, December 8, 2025
Homeଓଡିଶାପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ଆଣିଲେ ଚାଳକ

ପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ଆଣିଲେ ଚାଳକ

କଟକ: ବାଇକରେ ତେଲ ସରିଗଲା । ଆଉ ବୋତଲରେ ପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆଣିଲେ ଚାଳକ । କଟକ, ନରସିଂହପୁର ଅଞ୍ଚଳରୁ ଆସିଛି ଏଭଳି ଘଟଣା । ଅଧା ରାସ୍ତାରେ ଜଣେ ବାଇକଙ୍କ ତେଲ ସରିଯିବାରୁ ଭଡ଼ା ଗାଡ଼ି କରି ତେଲ ପକାଇବାକୁ ଆସିଲେ । ପ୍ଲାଷ୍ଟିକ ବୋତଲରେ ତେଲ ମିଳୁ ନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ବାଇକ ଚାଳକ । ଏହି ରୋଚକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking