21.1 C
Bhubaneswar
Tuesday, December 24, 2024
Homeଓଡିଶାକାଳବୈଶାଖୀ ବର୍ଷା ଓ କୋହଲା ପାଗ ଯୋଗୁଁ ଉପକୂଳ ଥଣ୍ଡା ରହିବ

କାଳବୈଶାଖୀ ବର୍ଷା ଓ କୋହଲା ପାଗ ଯୋଗୁଁ ଉପକୂଳ ଥଣ୍ଡା ରହିବ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ କୋହଲା ପାଗ ଯୋଗୁଁ ଉପକୂଳ ଥଣ୍ଡା ରହିଥିବା ସୂଚନା । ଦିନ ୧୧:୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ମାତ୍ର ୩୩.୪ ହୋଇଛି ।

ସୂଚନା ମୁତାବକ, ଗତକାଲିଠାରୁ ୧୦ ଡିଗ୍ରୀ କମିଗଲା ଭୁବନେଶ୍ୱର ତାପମାତ୍ର । ପଶ୍ଚିମରେ ତାତି ସାମାନ୍ୟ କମିଥିଲେ ବି ଲାଗିରହିଛି ଗ୍ରୀଷ୍ମପ୍ରବାହ । ୧୧:୩୦ ସୁଦ୍ଧା ଝାରସୁଗୁଡା ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ, ହୀରାକୁଦ ୪୦.୨, ସମ୍ବଲପୁର୩୯.୪, କେନ୍ଦୁଝର ୩୭.୭ ଡିଗ୍ରୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking