33.1 C
Bhubaneswar
Saturday, May 30, 2026
Homeଓଡିଶାକାରକୁ ଘୋଷାଡ଼ି ନେଲା ହାଇୱା: ଅଳ୍ପକେ ବର୍ତ୍ତିଲେ ଦାଦା-ଝିଆରୀ

କାରକୁ ଘୋଷାଡ଼ି ନେଲା ହାଇୱା: ଅଳ୍ପକେ ବର୍ତ୍ତିଲେ ଦାଦା-ଝିଆରୀ

ଭୁବନେଶ୍ୱର: ଗଙ୍ଗୁଆ ଓଭର ବ୍ରିଜ ଉପରେ ଦାଦା-ଝିଆରୀଙ୍କୁ ଘୋଷାରି ନେଲା ନରହନ୍ତା ହାଇୱା ଟ୍ରକ୍ । ପୁରୀ କେନାଲ ରୋଡ ଅଭିମୁଖେ ଯିବା ପାଇଁ ଟର୍ଣିଂ କାଟୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଟ୍ରକ୍ ।  ଟ୍ରକଟି କାରକୁ ଧକ୍କା ଦେବାପରେ ପାଖା ପାଖି ୫୦୦ମିଟର ଘୋଷାଡି ନେଇଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦାଦା ଏବଂ ଝିଆରୀ । ଧକ୍କା ଦେବା ପରେ ଟ୍ରକଟି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ମଞ୍ଚେଶ୍ୱର ଥାନା ପୁଲିସ୍  ଟ୍ରକକୁ ପାହାଳ ପାଖରେ ଧରିଥିଲା । ଏହି ଦୁର୍ଘଟଣାରେ ଦାଦା ଝିଆରି ସୁରକ୍ଷିତ ଥିବା ପୋଲିସ୍ ସୂଚନା ଦେଇଛି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking