28.1 C
Bhubaneswar
Sunday, June 23, 2024
Homeଓଡିଶାବଡ଼ଖବର: ଶ୍ରୀମନ୍ଦିର ଆଗରୁ ବ୍ୟାରିକେଟ୍ ହଟିଲା

ବଡ଼ଖବର: ଶ୍ରୀମନ୍ଦିର ଆଗରୁ ବ୍ୟାରିକେଟ୍ ହଟିଲା

ପୁରୀ : ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦୀରର ସୁରକ୍ଷା ନିମନ୍ତେ ବିଜେପି ପକ୍ଷରୁ କୁହାଯାଇଥିଲା । ଏନେଇ ବିଜେପି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । ବିଜେପିର କହିବା ପରେ ଶ୍ରୀମନ୍ଦିର ଆଗରୁ ବ୍ୟାରିକେଟ୍ ହଟିଛି । କଡା ସୁରକ୍ଷା ଭିତରେ ଭକ୍ତ ବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ଅପେକ୍ଷାରତ ଥିଲେ । କିନ୍ତୁ ବିଜେପିର ଘୋଷଣା ପରେ ଶ୍ରୀମନ୍ଦିର ଆଗରୁ ବ୍ୟାରିକେଟ୍ ହଟିବାରୁ ଭକ୍ତମାନେ ଉତ୍ସାହର ସହ ଦଉଡିଯାଇ ମନ୍ଦିରକୁ ପ୍ରବେଶ କରିଛନ୍ତି । ସେଇଭିତରେ ସେମାନଙ୍କୁ ସୁରକ୍ଷା ଦେବାପାଇଁ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ରହି ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଯେପରି କେହି ଧକ୍କା ହୋଇ ଆଘାତ ନହୁଅନ୍ତୁ । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜର ମନସ୍କାମନା ଉଦେଶ୍ୟରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking