30.1 C
Bhubaneswar
Saturday, October 5, 2024
Homeଓଡିଶାଯାଜପୁରରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର : କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ରୋଡ ଧନେଶ୍ୱର ଛକରେ ଥିବା ଗୋଦାମରେ ନିଆଁ । କୌାଣସି କାରଣରୁ ନିଆଁ ଲାଗି ହୁତ୍ ହୁତ୍ ଜଳିଲା କବାଡି ଗୋଦାମ । ନିଆଁ ଲିଭାଇବାକୁ ଉଦ୍ୟମ ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ । ତେବେ ୩ ଜିଲ୍ଲାରେ ଶବ୍ଦ ସହ ଉକ୍ତ ଅଗ୍ନିକାଣ୍ଡର କିଛି ସମ୍ପର୍କ ନ ଥିବା ସୂଚନା ।

ଭଦ୍ରକ, ଯାଜପୁର ଓ ଆନ୍ଦପୁରରେ ପ୍ରଚଣ୍ଡ ଶବ୍ଦ, ଲୋକେ ଭୟଭିତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking