35 C
Bhubaneswar
Friday, June 26, 2026
Homeଓଡିଶାଦୋଷ ଛଡାଇଲା ଟାଟା ପାୱାର

ଦୋଷ ଛଡାଇଲା ଟାଟା ପାୱାର

ଭୁବନେଶ୍ୱର: ଆଡିସନାଲ ସିକ୍ୟୁରିଟି ଡିପୋଜିଟ ବାବଦରେ ଟିପିସିଓଡିଏଲ ସିଇଓ ପ୍ରେସମିଟ କରି ସୂଚନା ଦେଇଛନ୍ତି । କହିଛନ୍ତି, ଆଡିସନାଲ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଥିଲା , ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ନିୟମରେ କରୁଛୁ । ଏହା ଏକ ରେଗୁଲେଟେଡ ବିଜନେସ । ଯେଉଁ ସିକ୍ୟୁରିଟି ଡିପୋଜିଟ ନିଆଯାଉଛି ତାହା ଉପରେ କ୍ରେଡିଟ ଇଣ୍ଟରେଷ୍ଟ ଦେଉଛୁ । ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା, ସ୍ମାର୍ଟ ମିଟର ସମାନ ରିଡିଙ୍ଗ ନେଉଛି । ଅଧିକ ଟଙ୍କା ଆସିବା ଏକ ଭ୍ରମ, ସେମିତି କୌଣସି ସ୍ଥାନରେ ହେଉନି । ଯାହାର ଯଦି ବ୍ୟକ୍ତିଗତ ସମସ୍ୟା ଅଛି ଆମ ନିକଟକୁ ଆସି ଜଣାଇ ପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking