28.1 C
Bhubaneswar
Thursday, July 4, 2024
Homeଓଡିଶାରାଜ୍ୟ ସରକାରଙ୍କୁ ସୁର୍ଯ୍ୟବଂଶୀଙ୍କ କଟାକ୍ଷ

ରାଜ୍ୟ ସରକାରଙ୍କୁ ସୁର୍ଯ୍ୟବଂଶୀଙ୍କ କଟାକ୍ଷ

ବ୍ୟୁରୋ: ରାଜ୍ୟ ସରକାରଙ୍କୁ  ସୁର‌୍ୟ୍ୟବଂଶୀଙ୍କ କଟାକ୍ଷ । ଏବେର ନୂଆ ଟ୍ରେଣ୍ଡ-ତଥ୍ୟ  ସଂଗ୍ରହ ଚାଲିଛି । ବିଧାନସଭାର ପ୍ରଶ୍ନୋତ୍ତରକୁ ନେଇ କଟାକ୍ଷ କଲେ ସୁରୋଜ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ଅଞ୍ଚଳର କି ବିକାଶ ହୋଇଛି ପଚାରିଥିଲି । ଉତ୍ତରରେ ମୋତେ ଯେ ତଥ୍ୟ ସଂଗ୍ରୟ ଚାଲିଛି । ସମବେଦନାକୁ ଭୋଟ୍ ସହ ତଉଲିବା ଆକାଶ ପାତାଳ ପ୍ରଭେଦ । ସମବେଦନା ଭୋଟରେ ପରିଣତ ହେବା କଥା ଭୋଟର ଚାହୁଁନାହାନ୍ତି । ସେମିତି ହୋଇଥିଲେ ଆମେ ୩୦ ରୁ ୪୦ ହଜାର ଭୋଟରେ ଜିତିଥାନ୍ତୁ ।

ରାହୁଲଙ୍କ ସହିତ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେଲେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking