28.3 C
Bhubaneswar
Thursday, June 25, 2026
Homeଓଡିଶାନାବାଳିକା ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ନାବାଳିକା ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ରାଜଧାନୀରେ ଲଜ୍ଜା । ଭୁବନେଶ୍ୱରର ପାଞ୍ଚଗାଁ କୋଠସାହିର ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏୟାରଫିଲ୍ଡ ଥାନା ପୁଲିସ୍ ଅଭିଯୋଗ ପାଇ ଏକ ବଳାତ୍କାର ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ମୂତାବକ ଅଭିଯୁକ୍ତ କାହ୍ନା ସାହିର ଜଣେ ୩ ବର୍ଷର ନାବାଳିକାକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ପାଖକୁ ଡାକି ବଳାତ୍କାର କରିଥିଲା। ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking