28.1 C
Bhubaneswar
Wednesday, May 28, 2025
Homeଓଡିଶାଜାଣନ୍ତୁ କେତେବେଳେ ହେବ ସୁନାବେଶ

ଜାଣନ୍ତୁ କେତେବେଳେ ହେବ ସୁନାବେଶ

ପୁରୀ : ଆସନ୍ତାକାଲି ହେବ ସୁନାବେଶ । ସୁନାବେଶ ପାଇଁ ହେଲା ନୀତି ନିର୍ଘଣ୍ଟ । ସକାଳ ୬ଟାରୁ ଆରମ୍ଭ ହେବ ମଙ୍ଗଳ ଆଳତୀ ନୀତି । ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି । ସେହିପରି ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି । ଆଉ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ହେବ ସୁନାବେଶ । ରାତି ୧୦ଟାବେଳେ କିମ୍ବା ୧୧ଟାବେଳ ଯାଏଁ ହେବ ଦୁର୍ଲଭ ବେଶ ଦର୍ଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking