Homeଅପରାଧହାଣି ଅଖାରେ ପୂରାଇ ଫିଙ୍ଗିଦେଲେ! ଅପରାଧଓଡିଶା ହାଣି ଅଖାରେ ପୂରାଇ ଫିଙ୍ଗିଦେଲେ! By Ona Khabara 13/04/2025 Share FacebookTwitterPinterestWhatsAppLinkedinReddItTelegram ବଲାଙ୍ଗିର: ବସ୍ତା ଭିତରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର । ହାଣି ଅଖାରେ ପୂରାଇ ଫିଙ୍ଗିଥିବା ନେଇ ସନ୍ଦେହ । ସୁଦପଡା ଗ୍ୟାସ୍ ଗୋଦାମ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର । ଯୁବକ ସ୍ଥାନୀୟ ଅଞ୍ଚଳର, ତଣ୍ଟି ଓ ବିଭିନ୍ନ ସ୍ଥାନରେ କଟା ଦାଗ । ଗୁରୁତର ଯୁବକ ଭୀମଭୋଇ ମୋଡିକେଲରେ ଭର୍ତ୍ତି । Share FacebookTwitterPinterestWhatsAppLinkedinReddItTelegram Previous articleଶ୍ବଶୁର ଘରେ ବୋମା ଫୁଟାଇ ବନ୍ଧା ହେଲା ଜ୍ବାଇଁNext articleସମ୍ବଲପୁରରେ ଏନକାଉଣ୍ଟର Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ସଡ଼କ ଦୁର୍ଘଟଣା: ବସ୍ ଭିତରେ ପଶିଗଲା ଟ୍ରକ୍ର ପଛଭାଗ ଦେଶ ବିଦେଶ ବିଶ୍ୱର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ରୂପେ ଉଭା ହୋଇଛି ଭାରତ : କେନ୍ଦ୍ର... ଓଡିଶା ଟ୍ରେଲର ଧକ୍କାରେ ଦୁଇ ଡ୍ରାଇଭର ଜୀବନ୍ତ ଜଳି ମୃତ୍ୟୁ ଓଡିଶା ଲକ୍ଷ୍ମଣାନନ୍ଦ ତଦନ୍ତ ଫାଇଲ ଗାଏବ ଯୋଜନାବଦ୍ଧ