30.1 C
Bhubaneswar
Saturday, August 29, 2026
Homeଓଡିଶାଆଡମିସନ୍ ଫି’ ଛାଡ ଦାବିରେ ରାଜରାସ୍ତାରେ ଛାତ୍ରଛାତ୍ରୀ!

ଆଡମିସନ୍ ଫି’ ଛାଡ ଦାବିରେ ରାଜରାସ୍ତାରେ ଛାତ୍ରଛାତ୍ରୀ!

ପୁରୀ : ପୁରୀ ଜିଲ୍ଲା କଣାସରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ । ଆଡମିସନ୍ ଫି’ ଛାଡ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଦୟାବିହାର ଡିଗ୍ରୀ କଲେଜର ଛାତ୍ରଛାତ୍ରୀ । ଆଡମିସନ୍ ଫି’ ଛାଡ କରିବା ଦାବିରେ ଦୀର୍ଘ ସମୟ ଧରି ରାସ୍ତା ଉପରେ ବସି ରହିଛନ୍ତି ଛାତ୍ରଛାତ୍ରୀ । ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଅଡ଼ି ବସିଛନ୍ତି ।ଛାତ୍ରଛାତ୍ରୀଙ୍କ ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଯାନବାହନ। ଫଳରେ ରାସ୍ତାରେ ଦେଖାଦେଇଛି ଟ୍ରାଫିକ୍ ସମସ୍ୟା, ବାଧାପ୍ରାପ୍ତ ହୋଇଛି ଯାତାୟାତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking