30.1 C
Bhubaneswar
Monday, May 20, 2024
Homeଓଡିଶାହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । ସୁନାବେଡା ସ୍ଥିତ କେନ୍ଦ୍ରୀ ବିଶ୍ୱ ବିଦ୍ୟାଳ ହଷ୍ଟେଲରେଠାବ ହୋଇଥିବା ସୂଚନା ରହିଛି । ମୃତ ଛାତ୍ରୀ ଜଣଙ୍କ ଗଣିତ ବିଭାଗ ପ୍ରଥମ ବର୍ଷରେ ପଢୁଥିଲେ । ଛାତ୍ରୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ଥିବା ସୂଚନା ମିଳିଥିବା ବେଳେ ମୃତ୍ୟୁର କାରଣ ଏବେ ଯାଏଁ ସ୍ପଷ୍ଟ ଭାବେ କିଛି ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking