ବ୍ରହ୍ମପୁର: ଏମକେସିଜିରୁ ସାମ୍ନାକୁ ଆସଛି ଏକ ବଡ ଅଭିଯୋଗ । ଏମକେସିଜିରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ହୋଇଛି ଅଭିଯୋଗ । ଡାକ୍ତରୀ ଛାତ୍ରଛାତ୍ରୀମାନେ ନିର୍ଯାତନା ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟଙ୍କ ନାଁରେ ହୋଇଛି ଅଭିଯୋଗ । ଅଭିଯୋଗ ଆଧାରରେ ବସିଛି ଗୁରୁତ୍ୱପୂରର୍ଣ୍ଣ ବୈଠକ । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ।










