31.1 C
Bhubaneswar
Tuesday, October 22, 2024
Homeଓଡିଶାଏସ୍ଆରସିଙ୍କ ବାତ୍ୟା ସତର୍କତା

ଏସ୍ଆରସିଙ୍କ ବାତ୍ୟା ସତର୍କତା

ଭୁୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କ ପାଇଁ ଏସଆରସିଙ୍କ ସତର୍କ ସୂଚନା ଜାରି । କୃଷି ଓ ଜଳସମ୍ପଦ ବିଭାଗ ସଚିବଙ୍କୁ ମଧ୍ୟ ସତର୍କ କରାଇଲେ ଏସଆରସି । ପୌରାଞ୍ଚଳ ପ୍ରଶାସକଙ୍କୁ ମଧ୍ୟ ସତର୍କ ରହିବା ପାଇଁ ଚିଠି ଲେଖିଲେ । ସବୁ ଆରଡିସି, ଅଗ୍ନିଶମ ବିଭାଗ ପାଇଁ ମଧ୍ୟ ସତର୍କ ସୂଚନା ଜାରି କଲେ । ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୂରଭ୍ଜ, ନୁକୁଳରେ ବର୍ଷା ହେବ । ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ାରେ ବର୍ଷା ସମ୍ଭାବନା । କୋରାପୁଟ, ମାଲକାନଗିରିରେ ମଧ୍ୟ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା । କିଛି କ୍ଷୟକ୍ଷତି ଘଟିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking