30.1 C
Bhubaneswar
Saturday, May 4, 2024
Homeଓଡିଶାରାଜ୍ୟକୁ ୯୫ ପ୍ରତିଶତ ଟିକା ମିଳୁ : ମୁଖ୍ୟମନ୍ତ୍ରୀ

ରାଜ୍ୟକୁ ୯୫ ପ୍ରତିଶତ ଟିକା ମିଳୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପାଇଁ ୯୫ ପ୍ରତିଶତ ଟିକା କେନ୍ଦ୍ର ସରକାର ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ରାଜ୍ୟରେ ଗତ କିଛି ସପ୍ତାହ ହେଲା କୋଭିଡ ସ୍ଥିତିରେ ଭଲ ଉନ୍ନତି ଆସିଛି । ଉପକୂଳ ଜିଲ୍ଲା ଛାଡିଲେ ବାକି ଅଂଚଳରେ ସ୍ଥିତିରେ ଭଲ ଉନ୍ନତି ଆସିଛି । ଓଡିଶାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଆବଣ୍ଟନ ଥିବାରୁ ଓଡିଶା କୋଟା କମୁଛି । ଘରୋଇ ହସ୍ପିଡଟାଲକୁ ୫ ପ୍ରତିଶତ ଟିକା ଦେଇ ୯୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ଦିଆଯାଉ । ୩ୟ ଲହରରେ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ୧୨ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ ବ୍ୟବସ୍ଥା କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking