30.1 C
Bhubaneswar
Tuesday, May 26, 2026
Homeଓଡିଶାମାର୍ଚ୍ଚ ମାସରେ ହେବ ରାଜ୍ୟ ବିଜେପି ସଭାପତି: ତୋମାର

ମାର୍ଚ୍ଚ ମାସରେ ହେବ ରାଜ୍ୟ ବିଜେପି ସଭାପତି: ତୋମାର

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ ବୈଠକରେ ଉପସ୍ଥିତ ଅଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଉପସ୍ଥିତ ଅଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବୈଠକରେ ଉପସ୍ଥିତି ଅଛନ୍ତି।  ବିଜେପି ରାଜ୍ୟ ସଭାପତି ଚୟନ ଏବଂ ନିଗମ ବୋର୍ଡ, କମିଶନ ଭଳି ପଦ ପଦବୀ ପାଇଁ ପାଇଁ ଆଲୋଚନା ହେଉଥିବା ନେଇ ସୂଚନା ମିଳିଛି । ଏପଟେ ମାର୍ଚ୍ଚ ମାସରେ ହେବ ରାଜ୍ୟ ବିଜେପି ସଭାପତି । ଏନେଇ ସୂଚନା ଦେଇଛନ୍ତି ବିଜୟ ପାଲ ସିଂ ତୋମାର । ରଷ୍ଟ୍ରୀୟ ନିର୍ୱାଚନ ଅଧିକାରୀ ଶେଷ ନିଷ୍ପତ୍ତି ନେବେ । ଏବେ ସଂଗଠନକୁ ନେଇ ଏକ୍ସର୍ସାଇଜ ଚାଲିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking