କୋଲକାତା: ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଦ୍ଵିତୀୟ ଦିନିକିଆରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ। ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୩୯.୪ ଓଭରରେ ୨୧୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ନୁଆନିନ୍ଦୁ ଫର୍ଣ୍ଣାଡୋ ସର୍ବାଧିକ ୫୦ ରନ କରିଥିବା ବେଳେ କୁଶଲ ମେଣ୍ଡିସ୍ ୩୪ ରନ କରିଛନ୍ତି। ଦୁନିଥା ଓ୍ଵେଲାଗେ ୩୨ ରନ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଭାରତକୁ ଦ୍ଵିତୀୟ ଦିନିକିଆ ସହ ସିରିଜ୍ ଜିତିବା ପାଇଁ ୨୧୬ ରନର ବିଜୟ ଲକ୍ଷ୍ୟ ମିଳିଛି।
Innings Break!
Fine bowling effort from our bowlers as Sri Lanka are all out for 215 in 39.4 overs.
Three wickets apiece for @imkuldeep18 & @mdsirajofficial 👌👌
Scorecard – https://t.co/jm3ulz5Yr1 #INDvSL @mastercardindia pic.twitter.com/4QWOFvcZhR
— BCCI (@BCCI) January 12, 2023
For his bowling figures of 3/30 in 5.4 overs, @mdsirajofficial is our Top Performer from the first innings.
A look at his bowling summary here 👇👇#INDvSL #TeamIndia pic.twitter.com/yLa0zEGwL6
— BCCI (@BCCI) January 12, 2023