14.1 C
Bhubaneswar
Tuesday, January 13, 2026
Homeଖେଳଦକ୍ଷିଣ ଆଫ୍ରିକା ୪୮୯ରେ ସୀମିତ

ଦକ୍ଷିଣ ଆଫ୍ରିକା ୪୮୯ରେ ସୀମିତ

ନୂଆଦିଲ୍ଲୀ: ଗୌହ୍ୱାଟୀ ଟେଷ୍ଟର ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ୪୮୯ରେ ଆଲଆଉଟ୍ ହୋଇଛି। ମୁଥୁସାମି ଶତକ କରିଥିବା ବେଳେ ଜାନସେନଙ୍କ ୯୩ ରନ୍‌ର ବିସ୍ଫୋରକ ଇନିଂସ। କୁଲଦୀପ ୪ଟି ୱିକେଟ୍ ନେଇଥିଲେ। ଜସପ୍ରିତ ବୁମରାହ, ମହମ୍ମଦ ସିରାଜ ଏବଂ ରବିନ୍ଦ୍ର ଜାଡେଜା ପ୍ରତ୍ୟେକ ଦୁଇଟି ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ଥିବାବେଳେ ଏବେ ଭାରତ ପାଇଁ ଏହି ମ୍ୟାଚ୍ ଏକ ବଡ ଚ୍ୟାଲେଞ୍ଜ ହୋଇପଡିଛି। ଭାରତର ପ୍ରଥମ ଇନିଂସ ଆରମ୍ଭ ହୋଇଛି। ଜୟସ୍ୱାଲ ଏବଂ କେଏଲ ରାହୁଲ କ୍ରିଜରେ ଅଛନ୍ତି। ଗୋଟିଏ ଓଭର ପରେ ଦଳ ୭ ରନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking