30.1 C
Bhubaneswar
Tuesday, May 26, 2026
Homeଓଡିଶାତଣ୍ଟିି ଚିପି ମାଆକୁ ହତ୍ୟା କଲା ପୁଅ

ତଣ୍ଟିି ଚିପି ମାଆକୁ ହତ୍ୟା କଲା ପୁଅ

ରେଢାଖୋଲ: ତଣ୍ଟି ଚିପି ମାଆକୁ   ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ତନ୍ତଗାଡ ଗାଁରେ ମାଆକୁ ହତ୍ୟା କଲା ପୁଅ ।  ବିଲ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଏନେଇ ପୋଲିସ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଅଟକ ରଖି ପଚରା ଉଚରା କରୁଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking