29.1 C
Bhubaneswar
Saturday, October 10, 2026
Homeଓଡିଶାବାପା ଗାଳି କରିବାରୁ ଆତ୍ମହତ୍ୟା କଲା ପୁଅ

ବାପା ଗାଳି କରିବାରୁ ଆତ୍ମହତ୍ୟା କଲା ପୁଅ

ଭୁବନେଶ୍ଵର: ବାପା ଗାଳି କରିବାରୁ ଆତ୍ମହତ୍ୟା କଲା ପୁଅ। ଖୋର୍ଦ୍ଧା ଧଉଳି ଥାନା କାଣ୍ଡି ସାହିରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ନଯିବାକୁ ନେଇ ବାପା ଗାଳି କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ନାବାଳକ ଜଣକ ଏଭଳି ନିଷ୍ପତ୍ତି ନେଇଛି। ଘର ଲୋକ ବହୁ ଖୋଜାଖୋଜି କରିବା ପରେ ପଞ୍ଚବଟୀ ଆଶ୍ରମ ନିକଟରୁ ନାବାଳକ ପୁଅର ମୃତଦେହ ଉଦ୍ଧାର କରାଯାଇଛି। ସେପଟେ ଘଟଣା ସମ୍ପର୍କରେ ପୁଲିସକୁ ନ ଜଣାଇ ପରିବାର ଲୋକେ ଶବ ସତ୍କାର କରିଛନ୍ତି। ତେଣୁ ପୁଲିସ ନିଜ ଆଡୁ ମାମଲା ଦାଏର କରି ଘଟଣାର ତଦନ୍ତ କରୁଛି। ମୃତ ନାବାଳକ ର ବାପା ଫେରାର୍ ଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking