36.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶମାଲବ୍ୟ ନଗରରୁ ସୋମନାଥ ଭାରତୀ ପଛୁଆ

ମାଲବ୍ୟ ନଗରରୁ ସୋମନାଥ ଭାରତୀ ପଛୁଆ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ  ପ୍ରକାଶ ପାଇବ । ତେବେ  ଟ୍ରେଣ୍ଡ ଅନୁସାରେ ବିଜେପିକୁ ବହୁମତ ମିଳିଛି ।  ଦିଲ୍ଲୀର ୭୦ ଆସନରୁ ୪୧ ଆସନ ଆଗରେ ରହିଛି ବିଜେପି । ଆପ ରହିଛି ୨୯ ସିଟରେ ଆଗୁଆ , ସେହିପରି  କଂଗ୍ରେସ ଶୂନ ସିଟ ପାଇଛି । ମାଲବ୍ୟ ନଗରରୁ ବଡ ଖବର ସମନାକୁ ଆସିଛି  । ପ୍ରଥମ ଥର ପାଇଁ ସୋମନାଥ ଭାରତୀ ପଛୁଆ ଅଛନ୍ତି  । ଆଗରେ ବିଜେପି ପାର୍ଥୀ ସତୀଶ ଉପାଧ୍ୟାୟ  ।

ନୂଆଦିଲ୍ଲୀରେ କେଜରିୱାଲ ଆଗୁଆ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking