ନୂଆଦିଲ୍ଲୀରେ କେଜରିୱାଲ ଆଗୁଆ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅରବିନ୍ଦ କେଜରିୱାଲ ୨୨୩ ଭୋଟରେ ଆଗୁଆ ଅଛନ୍ତି । ଜଙ୍ଗପୁରାରେ ମନୀଷ ସିସୋଦିଆ ଆଗୁଆ ଅଛନ୍ତି ।  ସତ୍ୟେନ୍ଦ୍ର ଜୈନ ସାକୁର ବସ୍ତିରେ ଆଗୁଆ ଅଛନ୍ତି । ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ  ପ୍ରକାଶ ପାଇବ । ତେବେ  ଟ୍ରେଣ୍ଡ ଅନୁସାରେ ବିଜେପିକୁ ବହୁମତ ମିଳିଛି ।  ଦିଲ୍ଲୀର ୭୦ ଆସନରୁ ୪୨ ଆସନ ଆଗରେ ରହିଛି ବିଜେପି । ଆପ ରହିଛି ୨୮ ସିଟରେ ଆଗୁଆ , ସେହିପରି  କଂଗ୍ରେସ ଶୂନ … Continue reading ନୂଆଦିଲ୍ଲୀରେ କେଜରିୱାଲ ଆଗୁଆ