26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଅନ୍ତବସ୍ତ୍ର ପିନ୍ଧି ନ ଥିବାରୁ ମହିଳାଙ୍କ ସହ ଘଟିଲା କିଛି ଏପରି ଘଟଣା....

ଅନ୍ତବସ୍ତ୍ର ପିନ୍ଧି ନ ଥିବାରୁ ମହିଳାଙ୍କ ସହ ଘଟିଲା କିଛି ଏପରି ଘଟଣା….

ୱାଶିଂଟନ୍ : ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ଜଣେ ମହିଳାଙ୍କୁ ଫ୍ଲାଇଟ୍‌ରୁ ତଡି ଦିଆଯାଇଛି । ଲିସା ଆର୍ଚବୋଲ୍ଡ ନାମକ ଡେଲଟା ଫ୍ଲାଇଟରେ ସଲ୍ଟ ଲେକ ସିଟିରି ସାନ ଫ୍ୟାନ୍ସସିସକୋକୁ ଯାତ୍ରା କରୁଥିଲେ । ସେତେବେଳେ ଏୟାରଲାଇନ୍ସର କିଛି କ୍ରୁ ମେମ୍ବର ତାଙ୍କୁ ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ବିମାନରୁ ବାହାରିଯିବା ପାଇଁ ଧମକ ଦେଇଥିଲେ ।

ରିପୋର୍ଟ ଅନୁଯାୟୀ, ମହିଳା ପେଶାରେ ଜଣେ ଡିଜେ । ସେ ଜାନୁଆରୀ ୨୨ରେ ୟୁଟାର ସନଡାସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପରେ ବିମାନ ଯୋଗେ ନିଜ ଘର ଆମେରିକାକୁ ଯାତ୍ରା କରୁଥିଲେ । ଯେଉଁଠାରେ ଏହି ଘଟଣା ଘଟିଥିଲା । ମହିଳା ଜଣକ କହିଛନ୍ତି, ମୋତେ ମୋ ସିଟ୍‌ରୁ ଉଠାଇ ନେବା ସହ ମୋ ପୋଷାକ ପରିଧାନକୁ ନେଇ କ୍ରୁ ମେମ୍ବରମାନେ ଗାଳି କରିବାକୁ ଲାଗିଥିଲେ । ସେମାନେ ମୋ ପରିଧାନକୁ ଆପତ୍ତିଜନକ ବୋଲି କହିଥିଲେ । ଯଦି ମୁଁ ପୋଷାକ ଉପରେ ଜ୍ୟାକେଟ୍ ପିନ୍ଧେ ତେବେ ଯାଇ ସେମାନେ ମୋତେ ଯାତ୍ରା କରିବାକୁ ଅନୁମତି ଦେବେ ବୋଲି ଧମକ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking