ଭୁବନେଶ୍ୱର: ବିଜେଡିର ଶୃଙ୍ଖଳା କମିଟି ଗଠନ ଉପରେ ଗଣେଶ ବେହେରା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିପଯ୍ୟୟ ପର୍ କିଛି ସମସ୍ୟା ଉପୁଜେ , ସବୁ ଦଳରେ ହୁଏ । ଭିନ୍ନ ମତ ହୁଏ, ହେଲେ ସମସ୍ୟା ଏତେ ଗମ୍ଭୀର ନୁହେଁ । କିଛି ନେତା ନିଜକୁ ଦଳଠୁ ଉପରେ ଭାବନ୍ତି । ତେଣୁ ତାଙ୍କ ପାଇଁ ଶୃଙ୍ଖଳା କମିଟି ଗଠନ ହୁଏ ।