30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶମଝି ଆକାଶରେ ବିମାନ ଭିତରେ ସାପ ଆତଙ୍କ

ମଝି ଆକାଶରେ ବିମାନ ଭିତରେ ସାପ ଆତଙ୍କ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନ ଭିତରେ ସାପ ଆତଙ୍କ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀବାହୀ ବିମାନରେ ମଝି ଆକାଶରେ ସାପ ଥିବା ସୂଚନା ମିଳିଥିଲା । ବିମାନକୁ ଦୁବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ଏହାର କାର୍ଗୋ ହୋଲ୍ଡ ଭିତରୁ ଏକ ସାପ ବାହାରିଥିବା କୁହାଯାଉଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର ବି-୭୩୭-୮୦୦ ବିମାନ କାଲିକଟ, କରେଳରୁ ଦୁବାଇ ଆସିଥିଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା । ଏହି ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking