ବଣାଇ: ବଣାଇ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଚାନ୍ଦିପୋଷ ଥାନା ଅନ୍ତର୍ଗତ ଝିରିପାଣି ଗ୍ରାମରେ ଘଟିଛି ଏହିଭଳି ଅଘଟଣ । ସୋମବାର ରାତିରେ ଉଭୟ ସାପ କାମୁଡାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ଆର୍ଜିଏଚ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ଭାଇଭଉମୀଙ୍କୁ ମୃତ ଘୋଷଣା କରିଛନ୍ତି ।










