34.5 C
Bhubaneswar
Tuesday, April 7, 2026
Homeଓଡିଶାଭିଜିଲାନ୍ସ ଜାଲରେ ଏସଆଇ

ଭିଜିଲାନ୍ସ ଜାଲରେ ଏସଆଇ

ଯାଜପୁର : ଭିଜିଲାନ୍ସ ଜାଲରେ ଏସଆଇ । ଲାଞ୍ଚ ନେଇ ଧରାପଡ଼ିଲେ ଏସଆଇ। ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବିଞ୍ଝାରପୁର ଥାନା ଏସଆଇ କେଶବ ଦାସ । ଏକ ଦୁର୍ଘଟଣାଜନିତ ମାମଲାର କେସକୁ ମଜବୁତ କରିବାକୁ ଲାଞ୍ଚ ନେଉଥିଲେ କେଶବ। ତେବେ କୌଣସି ସୂତ୍ରରୁ ଖବର ପାଇ ଏସଆଇଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ। ମାମଲାରେ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking