17.1 C
Bhubaneswar
Monday, December 22, 2025
Homeଅପରାଧଲଜ୍ଜା: ଭାବି ସ୍ୱାମୀ ସାମ୍ନାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ

ଲଜ୍ଜା: ଭାବି ସ୍ୱାମୀ ସାମ୍ନାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାରୁ ଏକ ଲଜ୍ଜାଜନକଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀ ଗାଁର ୬ଜଣ ଯୁବକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହାପରେ ଯୁବତୀ ନ୍ୟାୟ ପାଇଁ ଥାନାରେ ପହଞ୍ଚିଛନ୍ତି। ଯୁବତୀ ନିଜ ଅଭିଯୋଗରେ କହିଛନ୍ତି ଯେ, ୧୦ ମେ, ୨୦୨୫ ରାତି ୧୦ଟାରେ ତାଙ୍କୁ ତାଙ୍କ ଭାବି ସ୍ୱାମୀ ଭେଟିବା ଲାଗି, ତାଙ୍କ ପଛ ବିଲକୁ ଆସିଥିଲେ। ସେହି ସମୟରେ ସେଇ ଗାଁର ୩ ଯୁବକ ନିଜ ଅନ୍ୟ ୩ଜଣ ସାଙ୍ଗମାନଙ୍କ ସହ ଆସିଥିଲେ ଏବଂ ତାଙ୍କୁ ଧମକାଇଥିଲେ। ଏହାପରେ ୬ଜଣ ତାଙ୍କ ସହ ଦୁଷ୍କର୍ମ କରିଥିଲେ, ଏବଂ କାହାରିକୁ ନ କହିବାକୁ ଧମକ ଦେଇଥିଲେ। ପୀଡିତା ଜଣକ ଏହି ଘଟଣା ସଂପର୍କରେ ନିଜ ପରିବାରକୁ ଜଣାଇନଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କର ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଯୁବତୀ ଜଣକ ଥାନା ଦ୍ୱାରସ୍ଥ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking