20.1 C
Bhubaneswar
Thursday, February 12, 2026
Homeଓଡିଶାସୁରକ୍ଷାକର୍ମୀ – ମାଓବାଦୀ ଗୁଳି ବିନିମୟ

ସୁରକ୍ଷାକର୍ମୀ – ମାଓବାଦୀ ଗୁଳି ବିନିମୟ

ଭଞ୍ଜନଗର: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଗଞ୍ଜାମ – କନ୍ଧମାଳ ସାମାନ୍ତ ଇନ୍ଦ୍ରଗଡ ଜଙ୍ଗଲରେ ଗୁଳି ବିନିମୟ । ଏହି ଗୁଳିବିନମୟ ସମୟରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ନେଇ ମିଳିଛି ସୂଚନା । ଗୁରୁତର ଅବସ୍ଥାରେ ଯବାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ନକ୍ସଲ ବିରୋଧି ଅପରେସନ୍ ବେଳେ ଉପୁଜିଛି ଏହି ମୁହାଁମୁହିଁ ସ୍ଥିତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking