25.1 C
Bhubaneswar
Tuesday, March 18, 2025
Homeଓଡିଶାଗନ୍ଧମାର୍ଦ୍ଧନରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ

ଗନ୍ଧମାର୍ଦ୍ଧନରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଧନରେ  ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ । ଭାନୁପୁର ପଞ୍ଚାୟତ ହନୁପାଲି ଗାଁ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି । ମାଓବାଦୀ ଲୁଚିଥିବା ଖବର ପାଇ  ଗତକାଲିଠୁ ଚାଲିଛି କମ୍ବିଂ ଅପରେସନ ।  ଉଭୟେ ପକ୍ଷେ ଗୁଳି ବିନିମୟ ହେଉଥିବା  ସୂଚନା ମିଳିଛି । ମାଓବାଦୀଙ୍କ ଗତିବିଧି ଥିବା ସୁରକ୍ଷା  ଜାଣିବାକୁ ପାଇଥିଲେ । ପରେ କମ୍ବିଂ ଅପରେସନ ବେଳେ  ମାଓବାଦୀ ପ୍ରଥମେ ଗୁଳି ଚଳାଇଥିବା  ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking