30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶସ୍କର୍ପିଓ-ବାଇକ୍ ମୁହାଁମୁହିଁ ଧକ୍କା : ୯ ମୃତ

ସ୍କର୍ପିଓ-ବାଇକ୍ ମୁହାଁମୁହିଁ ଧକ୍କା : ୯ ମୃତ

ବିହାର : ବିହାର କୈମୁରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବାରଣାସୀ ଯାଉଥିବା ଏକ ସ୍କର୍ପିଓ ଦ୍ରୁତ ଗତିରେ ବାଇକ୍‌କୁ ଧକ୍କା ଦେଇଥିଲା। ଏହାଫଳରେ ବାଇକ୍ ଏବଂ ସ୍କର୍ପିଓ ରାସ୍ତାର ଅପରପାର୍ଶ୍ବକୁ ଛିଟିକି ପଡ଼ିଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଦୁଇ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୯ ଜଣକ ମୃତ୍ୟୁ ହୋଇଥିବାବେଳେ, ସ୍କର୍ପିଓ ଏବଂ ବାଇକ୍ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର ହୋଇଯାଇଛି। ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking