ଭୁବନେଶ୍ୱର : କାଲିଠାରୁ ରାଜ୍ୟରେ ସ୍ୱାଭାବିକ ଚାଲିବ ସ୍କୁଲ । ସୂଚନା ଦେଲେ ଗମଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ପାମିପାଗରେ ବରିବର୍ତ୍ତନ ହୋଇଛି । ତେଣୁ ସ୍କୁଲ ସ୍ୱାଭାବିକ ହେବାରେ କୌଣସି ଅସୁବିଧା ନାହିଁ କହିଲେ । ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ଦିଆଯିବ ପ୍ରଶିକ୍ଷଣ ।