27.6 C
Bhubaneswar
Saturday, April 18, 2026
Homeଓଡିଶାସ୍କୁଲ ଭ୍ୟାନ ଦୁର୍ଘଟଣାଗସ୍ତ: ୧୨ ଛାତ୍ର ଆହତ

ସ୍କୁଲ ଭ୍ୟାନ ଦୁର୍ଘଟଣାଗସ୍ତ: ୧୨ ଛାତ୍ର ଆହତ

ଗଞ୍ଜାମ: ଗଞ୍ଜାମ ଚିକିଟିରେ ସ୍କୁଲ ଭ୍ୟାନ ଦୁର୍ଘଟଣାଗସ୍ତ। ୧୨ ଛାତ୍ର ଆହତ। ଚିକିଟି ଗଡ଼ ଇଲେକ୍ଟ୍ରି ଅଫିସ ଛକଠାରୁ ଅଳ୍ପ ଦୂରରେ ଏକ ଟାଟା ମେଜିକ ଦୁର୍ଘଟଣା ଗସ୍ତ ହୋଇଛି। ଚାନ୍ଦପୁର ଅଞ୍ଚଳରୁ ୧୨ ଜଣ ଓଏବି ପିଲାଙ୍କୁ ନେଇ ପିତାତଳି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଛି ଭ୍ୟାନ। ଫଳରେ ଡ୍ରାଇଭର ସମେତ ସମସ୍ତ ପିଲା ଆହତ ହୋଇଛି। ଡ୍ରାଇଭର ଛାତିକୁ ଆଘାତ ଲାଗି ଗୁରୁତର ଅଛି। ମର୍ଣ୍ଣି ୱାର୍କରେ ଯାଉଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି ଚିକିଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking