30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗଆଜିଠୁ ଖୋଲିଲା ବିଦ୍ୟାଳୟ

ଆଜିଠୁ ଖୋଲିଲା ବିଦ୍ୟାଳୟ

ଭୁବନେଶ୍ୱର : ଦିର୍ଘ ଦିନର ଅପେକ୍ଷା ପରେ ଆଜିଠୁ ବିଦ୍ୟାଳୟ ଗୁଡ଼ିକ ଖୋଲିଛି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶ୍ରେଣୀ ଗୃହ ପାଠପଢା ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ସାମାଜିକ ଦୁରତାକୁ ପାଳକ ପୁର୍ବକ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ବିଦ୍ୟାଳୟ ଗୁଡ଼ିକର ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ରହିଛି ଏବଂ ବାରମ୍ବାର ହାତ ସାନିଟାଇଜଡ କରିବାକୁ କୁହାଯାଇଛି । ତେବେ ଏପ୍ରିଲ ୨୮ ତାରିଖ ଯାଏଁ ୧୦୦ ଦିନ ପାଠପଢା ଯିବ । ଏହି ପାଠପଢା କାର୍ଯ୍ୟକ୍ରମ ଶ୍ରେଣୀରେ ୨୦ ରୁ ୨୫ ଛାତ୍ରଛାତ୍ରୀଙ୍କୁ ନେଇ କରାଯିବ ଏନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking