12.1 C
Bhubaneswar
Monday, December 16, 2024
Homeଓଡିଶାସ୍କୁଲ ଟଙ୍କା ହଡପ: ପ୍ରଧାନ ଶିକ୍ଷକଙ୍କୁ ଜେଲ୍‌

ସ୍କୁଲ ଟଙ୍କା ହଡପ: ପ୍ରଧାନ ଶିକ୍ଷକଙ୍କୁ ଜେଲ୍‌

ଫୁଲବାଣୀ: ସ୍କୁଲ ଟଙ୍କା ହଡପ ମାମଲାରେ ୩ ଜଣଙ୍କୁ ଜେଲ୍ ଦଣ୍ଡାଦେଶ କରାଯାଇଛି । ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଖଜୁରିପଡା ପାଟିତଳ ଏନୟୁପିଏସର ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କୁ ଜେଲ୍ ଦଣ୍ଡ ଦିଆଯାଇଥିବା ସୂଚନା ।

ତତ୍କାଳୀନ ପ୍ରଧାନଶିକ୍ଷକ କିଶୋର ଦାସ, ସ୍କୁଲ ସଭାପତି ଓ ଟିସିଙ୍କୁ ଜେଲ୍ ଦଣ୍ଡ । ସ୍କୁଲ କୋଠା ନିର୍ମାଣ ଟଙ୍କା ହଡପ ମାମଲାରେ ଦଣ୍ଡାଦେଶ କରାଯାଇଥିବା ସୂଚନା । ୨୦୦୯-୧୦ ଆର୍ଥିକ ବର୍ଷରେ ସର୍ବଶିକ୍ଷା ଅଭିଯାନ ଟଙ୍କା ହଡପ କରିଥିଲେ । ୮ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରିଥିବା ମାମଲା ହୋଇଥିଲା ।

୩ ପୋଲିସ କର୍ମଚାରୀ ନିଲମ୍ବିତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking