31.1 C
Bhubaneswar
Sunday, May 19, 2024
Homeଓଡିଶାଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଜୟନ୍ତୀ ପାଳନ

ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଜୟନ୍ତୀ ପାଳନ

ଜଗତସିଂହପୁର: ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି।
ଏହି ଅବସରରେ ଜଗତସିଂହପୁର ପୌର ପରିଷଦ କାର୍ଯ୍ଯଳୟ ଠାରେ ଥିବା ଆଦିକବିଙ୍କ ସ୍ମୃତି ସ୍ତମ୍ଭ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପାଘ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।
ଏହି କାର୍ଯ୍ଯକ୍ରମରେ ଜଗତସିଂହପୁର ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା,ଜିଲ୍ଲା ସୂଚନ ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ,ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ସାଂସ୍କୃତିକ ପରିଷଦର ସମ୍ପାଦକ ସାରଦା ପ୍ରସାଦ ଦାସ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଉପାଧ୍ୟକ୍ଷ ଆଡଭୋକେଟ ଗଣେଶ୍ୱର ମାଣିଆ,ଭଗବାନ ଦାଶ,ଅମ୍ବିକା ପ୍ରସାଦ ମହାନ୍ତି,ସମ୍ବାଦିକ ଶଶାଙ୍କ ଶେଖର ପଣ୍ଡା,ସୌଭାଗ୍ଯ ରଂଜନ ବିଶ୍ବାଳ,କୃଷ୍ଣଚନ୍ଦ୍ର ପ୍ରଧାନ, ଅତନୁ କୁମାର ସ୍ବାଇଁ,ଉତ୍କଳ ରଂଜନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମଲ୍ଲ,ସ୍ମୃତି ରଂଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଆଦିକବିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।(ରିପୋର୍ଟ ପ୍ରତାପ କୁମାର ସିଂହ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking