30.1 C
Bhubaneswar
Monday, October 21, 2024
Homeଓଡିଶାବିଶାଖାପାଟଣା ଯାଏ ଚାଲିବ ସମ୍ବଲପୁର-ବନାରସ ଏକ୍ସପ୍ରେସ୍‌

ବିଶାଖାପାଟଣା ଯାଏ ଚାଲିବ ସମ୍ବଲପୁର-ବନାରସ ଏକ୍ସପ୍ରେସ୍‌

ଭୁବନେଶ୍ବର : ବନାରସ ସହ ରେଳମାର୍ଗରେ ଯୋଡ଼ି ହେବ ଦକ୍ଷିଣ ଓଡ଼ିଶା। ସମ୍ବଲପୁର-ବନାରସ ଏକ୍ସପ୍ରେସ୍‌- ଭାୟା ଟିଟିଲାଗଡ଼ ଓ ରାୟଗଡ଼ା ହୋଇ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ଏହାଦ୍ବାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ରେଳ ସଂଯୋଗ ବୃଦ୍ଧି ପାଇବା ସହ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ଆଭ୍ୟନ୍ତରୀଣ ଜିଲାଗୁଡ଼ିକ ମଧ୍ୟ ଲାଭବାନ୍ ହେ​‌େ​‌ବ।

ଜନଆଶୀର୍ବାଦ ଯାତ୍ରା ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଦକ୍ଷିଣ ଓଡ଼ିଶାର ଜନସାଧାରଣ ବନାରସ ଓ ଆହ୍ଲାବାଦ ଯିବା ପାଇଁ ପ୍ରତ୍ୟକ୍ଷ ରେଳ ସଂଯୋଗ ନ ଥିବା ବିଷୟରେ କହିଥିଲେ। ସେମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking