25.1 C
Bhubaneswar
Monday, October 21, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଚୀନ୍ ଠାରୁ ସାମରିକ ସହାୟତା ଲୋଡ଼ିଲା ରୁଷ୍‌

ଚୀନ୍ ଠାରୁ ସାମରିକ ସହାୟତା ଲୋଡ଼ିଲା ରୁଷ୍‌

କିଭ୍‌: ରୁଷ୍‌-ୟୁକ୍ରେନ୍ ଯୁଦ୍ଧକୁ ଆଜି ୧୮ ଦିନ ବିତିଥିବା ବେଳେ କିଭ୍ ଦଖଲ ପାଇଁ ରୁଷ୍ ଲଗାତାର ଏୟାର୍ ଷ୍ଟ୍ରାଇକ୍ ଜାରି ରଖିଛି । ତେବେ ଏହି ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସ୍ୱରୂପ ଚୀନ୍ ଠାରୁ ରୁଷ୍ ସାମରିକ ସହାୟତା ଲୋଡ଼ିଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଆମେରିକାର ପ୍ରମୁଖ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଥିବା ସୂଚନା ମିଳିଥିବା ବେଳେ ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଆକ୍ରମଣ ପରେ ରୁଷ୍ ସହାୟତା ଲୋଡ଼ିଥିଲା ବୋଲି ପ୍ରକାଶ ପାଇଛି । ତେବେ ରୁଷ୍ କେଉଁ ପ୍ରକାର ସହାୟତା ଲୋଡ଼ିଛି ତାହା ସ୍ପଷ୍ଟ ହୋଇନାହିଁ । ରୋମ୍‌ରେ ଆମେରିକା-ଚୀନ୍ ଆଲୋଚନା ପୂର୍ବରୁ ରିପୋର୍ଟ ପ୍ରକାଶିତ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking